Jump to content

ମୋହୀ

ଉଇକିଅଭିଧାନ‌ରୁ

ମୋହୀ

ଉଚ୍ଚାରଣ

[ସମ୍ପାଦନା]
(ମୋହିନୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - (ମୂହ୍ ଧାତୁ=ମୁଗ୍ଧ କରିବା+କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଯେ ମୁଗ୍ଧ କରେ —୧. Enchanting.
୨. ପ୍ରବଞ୍ଚନାକାରୀ —୨. Deceiving.
୩. ଯେ ମୋହ ଜନ୍ମାଏ —୩. Illusive.
୪. ମୋହପ୍ରାପ୍ତ —୪. Fainted.