ମୋହ ନିଦ୍ରା
=== ସଂସ୍କୃତ - ବିଶେଷ୍ୟ - (ରୂପକ)
ମୋହାନ୍ଧକାର; ନିଦ୍ରାପରି ମନୁଷ୍ୟକୁ ଅଜ୍ଞାନ କରିବା ମୋହ —Delusion over- taking a person like sleep.