Jump to content

ମୌଖରୀ

ଉଇକିଅଭିଧାନ‌ରୁ

ମୌଖରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଭାରତର ପ୍ରାଚୀନ ରାଜବଂଶ ବିଶେଷ — Name of an ancient royal dynasty of India.

[ଦ୍ରଷ୍ଟବ୍ୟ —ଏ ବଂଶ ଖ୍ରୀଷ୍ଟପୂର୍ବ ୫ମ ଶତାବ୍ଦୀର ଶେଷରୁ ୮ମ ଶତାବ୍ଦୀ ପର୍ଯ୍ୟନ୍ତ ରାଜତ୍ୱ କରୁ— ଥିଲେ ଏହାଙ୍କ ରାଜ୍ୟ ପୂର୍ବରେ ମଗଧ, ଦକ୍ଷିଣରେ ମଧ୍ୟୁପ୍ରଦେଶ ଓ ଅନ୍ଧ୍ରଦେଶ, ଉତ୍ତରରେ ନେପାଳ ଓ ପଶ୍ଚିମରେ ଥାନେଶ୍ୱର ଓ ମାଳବ ପର୍ଯ୍ୟନ୍ତ ବିସ୍ତୃତ ଥିଲା ଏହାଙ୍କ ରାଜଧାନୀ କନୌଜରେ ଥିଲା ଏ ବଂଶର ରାଜାମାନେ ମଦ୍ରରାଜ ଅଶ୍ୱପତିଙ୍କ ବଂଶଧର ଥିବା କଥିତ ହରିବର୍ମା, ଈଶ୍ୱରବର୍ମା, ଶର୍ବବର୍ମା, ଗ୍ରହବର୍ମା, ଯଶୋବର୍ମା ଆଦି ଏ ବଂଶର ପ୍ରସିଦ୍ଧ ରାଜା ଥିଲେଷ—ହିନ୍ଦୀ - ଶ]