Jump to content

ମୌଖିକ

ଉଇକିଅଭିଧାନ‌ରୁ

ମୌଖିକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ମୁଖ+ସଂବନ୍ଧେ. ଇକ)

[ସମ୍ପାଦନା]
୧. ମୁଖସମ୍ୱନ୍ଧୀୟ — ୧. Facial.
୨. ବାତିକ; ବାକ୍ୟରେ ପ୍ରକାଶିତ —୨. Oral; expressed by word of mouth.
୩. ଛଳନାପୂର୍ବକ —୩. Feigned; pretended.
୪. କାଳ୍ପନିକ —୪. Imaginary.
୫. ବାହ୍ୟ (ଯାହା ଅନ୍ତରିକ ନୁହେ) —୫. External.