Jump to content

ମୌଜା (ଇତ୍ୟାଦି)

ଉଇକିଅଭିଧାନ‌ରୁ

ମୌଜା (ଇତ୍ୟାଦି)

ଉଚ୍ଚାରଣ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]
୧. (ଆରବୀ - ମୌଜା) — ୧. Maujā etc (See)

[ଉ—ଏଥିରେ ପାଞ୍ଚ ଗୋଟି ମୌଜା—ମୌଜା ରାମନଗର.........ଫକୀରମୋହନ. ଛମାଣ ଆଠଗୁଣ୍ଠ]

[ଦ୍ରଷ୍ଟବ୍ୟ —ପ୍ରାଚୀନ ଉତ୍କଳର ହିନ୍ଦୁ ରାଜତ୍ୱରେ ରାଜସ୍ୱ ବିଭାଗର ପ୍ରତି 'ବିଶି'ରେ କେତେଗୁଡ଼ିଏ ଗ୍ରାମ ଥିଲା ମୁସଲମାନ ମାନଙ୍କ ଅମଳରେ ଏହି 'ଗ୍ରାମ'ର ନାମ 'ମୌଜା' ହେଲା ଜଗବନ୍ଧୁ. ପ୍ରାଚୀନ ଉତ୍କଳ]

୨. (ଫାରାସୀ - ମୋଜା)—ମୋଜା —୨. Mouza.
୩. (ଆରବୀ - ମୌଜ୍) ଲହଡ଼ି —୩. Wave.