ମୌଞ୍ଜୀ
ଦେଖଣା
ମୌଞ୍ଜୀ
ଉଚ୍ଚାରଣ
[ସମ୍ପାଦନା]ମୌଞ୍ଜା ମେଖଳା, ମୌଞ୍ଜାବନ୍ଧ, ମୌଞ୍ଜା ବନ୍ଧନଅନ୍ୟରୂପ
ସଂସ୍କୃତ - ବି—(ମଞ୍ଜୁ=ଏକ ପ୍ରକାର ତୃଣ+ବିକାରାର୍ଥେ. ଅ+ ସ୍ତ୍ରୀ. ଈ)
[ସମ୍ପାଦନା](ଉପନୟନ ସମୟରେ ପିନ୍ଧା ଯିବା) ମଞ୍ଜୁ ନାମକ ଏକ ଜାତୀୟ ତୃଣଦ୍ୱାରା ନିର୍ମିତ ମେଖଳା —A girdle made of the Munja grass worn by a Brahman boy at his initiation.
ସଂସ୍କୃତ - ବିଶେଷଣ - ପୁଂ—(ମଞ୍ଜୁ+ଅ +ଇନ୍; ୧ମା. ୧ବ)
[ସମ୍ପାଦନା]ମଞ୍ଜୁ ମେଖଳା ପରିହିତ — Wearing a girdle of Mun̄ja grass.