Jump to content

ମୌନୀ

ଉଇକିଅଭିଧାନ‌ରୁ

ମୌନୀ

ଉଚ୍ଚାରଣ

[ସମ୍ପାଦନା]

[ମୌନିନୀ—ସ୍ତ୍ରୀ]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମୌନ+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ନୀରବ — ୧. Taciturn; silent.
୨. ମୌନବ୍ରତଧାରୀ — ୨. Observing the vow of silence.

ବିଶେଷ୍ୟ -

[ସମ୍ପାଦନା]

ମୁନି; ତପସ୍ୱୀ; ଋଷି —A hermit; a sage.