ମୌନ ବତୀ
ମୌନଭାବ ଧରିଥିବା ସ୍ତ୍ରୀ ଲୋକ —A woman taking to a vow of silence.
[ଉ— ସାଇଁ ସାଇଁ ଡାକୁଅଛି ବସୁନ୍ଧରା ମୌନବତୀ ଯେହ୍ନେ ସମାଧିତତ୍ପରା—ରାଧାନାଥ. ନନ୍ଦିକିଶୋରୀ]