ମୌନ ବ୍ରତ ଗ୍ରହଣ
(ମୌନବ୍ରତ ଧାରଣ—ଅନ୍ୟରୂପ)
(ମୌନ ବ୍ରତଧାରୀ—ବିଣ)
କିଛି କାଳ ପାଇଁ ପାଟି ନ ଫିଟାଇବା ରୂପ ବ୍ରତ ନେବା —Taking to a religious vow of silence.