ମୌନ ସମ୍ମତି
ମୌନାବଲମ୍ୱନଦ୍ୱାରା ସୁଚିତ ସମ୍ମତି —Silent consent; consent implied by one's remaining silent.
[ଦ୍ରଷ୍ଟବ୍ୟ — ଏ ବିଷୟରେ ଗୋଟିଏ ସଂସ୍କୃତ ପ୍ରବଚନ ଅଛି ଯଥା— ମୌନଂ ସମ୍ମତିଲକ୍ଷଣଂ ଅର୍ଥାତ୍ ମୌନ ରହିବାହିଁ ସମ୍ମତି— ସୂଚକ]