Jump to content

ମୌର୍ଦ୍ଧୀ

ଉଇକିଅଭିଧାନ‌ରୁ

ମୌର୍ଦ୍ଧୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୁଦ୍ଧା=ମୁରଗା ଗଛ+ସମ୍ୱନ୍ଧାର୍ଥେ.ଈ)

[ସମ୍ପାଦନା]
୧. ଧନୁର୍ଗଣ (ଏହା ମୁରୁଗାର ସୁତ୍ରରେ ତିଆରି ହୁଏ) —୧. The string of a low.
୨. ବୃତ୍ତର ଜ୍ୟା —୨. The chord of an arc.
୩. କୁଆମଇତା (କବିରାଜ ହରେକୃଷ୍ଣ ମିଶ୍ରଙ୍କ ପ୍ରଣୀତ 'ଦ୍ରବ୍ୟଗୁଣ') —୩. A kind of kitchen fruit; Cephalandra India.
୪. ଅଜଶୃଙ୍ଗୀ (ଦେଖ) - —୪. Ajaṡṛuṅgī (See)

ବିଶେଷଣ -

[ସମ୍ପାଦନା]

ମୂର୍ଦ୍ଧାତୃଣ ସମ୍ୱନ୍ଧୀୟ —Relating to Mūrdhā grass.