ମୌଲମିନ୍
ଏକ ପ୍ରକାର କଦଳୀ —A kind of plantain.
[ଦ୍ରଷ୍ଟବ୍ୟ —ଏହା କହ୍ନେଇଁ ବଂଶୀ ପରି ବଙ୍କା, ଲମ୍ୱ ଓ ସୁଗନ୍ଧଯୁକ୍ତ ପାଚିଲେ ଏହାକୁ ଲୋକେ ଖାଆନ୍ତି ଏହା ବ୍ରହ୍ମଦେଶରେ ମୌଲମିନ୍ ଅଞ୍ଚଳରୁ ପ୍ରଥମେ ଏ ଦେଶକୁ ଆସିଥିଲା]