ମୌଳ
ଦେଖଣା
ମୌଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ମୂଳ+ସଂବନ୍ଧାର୍ଥେ .ଅ)
[ସମ୍ପାଦନା]- ୧. ମୌଳିକ; ମୂଳ ସମ୍ୱନ୍ଧୀୟ —୧. Radical.
- ୨. ବିଶୁଦ୍ଧ ବଂଶଜ — ୨. Decended from pure blood.
- ୩. ଆପ୍ତ; ବିଶ୍ୱସ୍ତ —୩. Trustoworthy.
- ୪. ଭୁମ୍ୟାଦିର ମୂଳ ଜ୍ଞାତା —୪. Knowing the origin of fields.
- ୫. ମୌରସୀ; ପୈତୃକ (ହିନ୍ଦୀ - ଶ) —୫. Ancestral.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଗ୍ରାମର ମଣ୍ଡଳ ବା ଗ୍ରାମର ଜମିଦାର — ୧. The head-man of a village.
- ୨. ସଚିବ; ଅମାତ୍ୟ —୨. Minister.
- ୩. ଛାଞ୍ଚ; ଆଦର୍ଶ — ୩. Model.