Jump to content

ମୌଷ୍ଟା

ଉଇକିଅଭିଧାନ‌ରୁ

ମୌଷ୍ଟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୁଷ୍ଟି+ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ମୁଷ୍ଟି ପ୍ରହରଣ କ୍ରୀଡ଼ା; ଯେଉଁ ଖେଳରେ ବିଧା ମରାମରି ହୁଏ —୧. Box ing.
୨. ମୁଥ ମାଡ଼ — ୨. Fisticuff.