ମ୍ଳାନ
ଦେଖଣା
- ମ୍ଳୈ ଧାତୁ= କାନ୍ତିକ୍ଷୟହେବା, ଝାଉଁଳି ଯିବା + କର୍ତ୍ତୁ.ତ
- ମଳିନ ( Dirty; foul )
- ନିଷ୍ଟ୍ରଭ; କାନ୍ତିହୀନ ( Shorn of splendour )
- ବିଷର୍ଣ୍ଣ ( Pale; languid )
- ଅପ୍ରସନ୍ନ ( Dejected; disconcerted )
- ବିଶୀର୍ଣ୍ଣ ( Emaciated )
- ଝାଉଁଳି ଯିବା ( withered )
- ଶ୍ରାନ୍ତ; କ୍ଳାନ୍ତ ( Tired; jaded; weary; fatigued )
- ଦୁର୍ବଳ ( Weak )
- ନିର୍ଲଜ୍ଜ ( Shameless )
- ଫିକାପଡିଯାଇଥିବା; ମଉଳି ଯାଇଥିବା ( Fatted )
ଆଧାର
[ସମ୍ପାଦନା]- ↑ ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୬୭୪୧
ମ୍ଳାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ମ୍ଳୈ ଧାତୁ=କାନ୍ତି କ୍ଷୟ ହେବା, ଝାଉଁଳିଯିବା;କର୍ତ୍ତୃ. ତ)
[ସମ୍ପାଦନା]- ୧. ମଳିନ —୧. Dirty; foul;fithy.
- ୨. ନିଷ୍ପ୍ରିଭ; କାନ୍ତିହୀନ —୨. Shorn of splendour.
- ୩. ବିଷଣ୍ଣ —୩. Pale; languid.
- ୪. ଅପ୍ରସନ୍ନ —୪. Dejected;disconcerted.
- ୫. ବିଶୀର୍ଣ୍ଣ —୫. Emaciated.
- ୬. ଝାଉଁଳି ଯାଇଥିବା —୬. Withered.
- ୭. ଶ୍ରାନ୍ତ;କ୍ଳାନ୍ତ — ୭. Tired; jaded; weary; fatigued.
- ୮. ଦୁର୍ବଳ —୮. Weak.
- ୯. ନିର୍ଲଜ୍ଜ —୯. Shameless.
- ୧. ଫକା ପଡ଼ିଯାଇଥିବା; ମଉଳି ଯାଇଥିବା — ୧୦. Faded.