Jump to content

ମ୍ଳାନ ବଦନ

ଉଇକିଅଭିଧାନ‌ରୁ

ମ୍ଳାନ ବଦନ

ଉଚ୍ଚାରଣ

[ସମ୍ପାଦନା]

(ମ୍ଳାନ ମୁଖ—ଅନ୍ୟରୂପ)

(ମ୍ଳାନ ବଦନା, ମ୍ଳାନ ମୁଖୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ -(କର୍ମଧା)

[ସମ୍ପାଦନା]

ବିଷଣ୍ଣ ମୃଖ —pale face; dejected countenance.

ବିଶେଷଣ -ପୁଂ.—(ବହୁବ୍ରୀହି)

[ସମ୍ପାଦନା]

ବିଷଣ୍ଣ ମୁଖଯୁକ୍ତ — Pale-faced; dejected.