Jump to content

ମ୍ଳେଚ୍ଛ ଜାତି

ଉଇକିଅଭିଧାନ‌ରୁ

ମ୍ଳେଚ୍ଛ ଜାତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଗୋମାଂସଖାଦକ, ବହୁବିରୁଦ୍ଧଭାଷକ, ସଦା— ଚାରବିହୀନ, ପ୍ରାଚୀନ ଜାତିଗଣ —A generic name for barbarians and wild tribes who were beef eaters and were speaking jargon and addicted to vice and sinful practices.

[ ଦ୍ର—ପ୍ରାଚୀନ ହିନ୍ଦୁମାନେ ବିଦେଶୀୟ ଓ ଅନ୍ୟ ଧର୍ମାବଲମ୍ୱୀ ଜାତିମାନଙ୍କୁ ମ୍ଳେଚ୍ଛ ଜାତିରୂପେ ପରିଗଣିତ କରୁଥିଲେ ମହାଭାରତରେ କାମ୍ୱୋଜ, ଶବ୍ଦ, ଶବର ବର୍ବରଆଦିଙ୍କୁ ମ୍ଳେଚ୍ଛ ଜାତି ବୋଲି ଉଲ୍ଲେଖ କରାଯାଇ ଅଛି ମହାଭାରତ. ଦ୍ରୋଣ ]