Jump to content

ମ୍ଳେଚ୍ଛ (ଧାତୁ)

ଉଇକିଅଭିଧାନ‌ରୁ

ମ୍ଳେଚ୍ଛ (ଧାତୁ)

ଉଚ୍ଚାରଣ

[ସମ୍ପାଦନା]
୧. ଅସ୍ପଷ୍ଟ କଥା କହିବା —୧. To speak indistinotly.
୨. ଅଶୁଦ୍ଧ କଥା କହିବା ୨. To speak incorrectly.
୩. ଅସଂସ୍କୃତ ବା ଅସଭ୍ୟଜନୋଚିତ ବାକ୍ୟ କହିବା —୩. To speak a jargon.