Jump to content

ମ୍ୟାଜିଷ୍ଟ୍ରେଟ

ଉଇକିଅଭିଧାନ‌ରୁ

ମ୍ୟାଜିଷ୍ଟ୍ରେଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ମ(ମେ)ଜି(ଜେ)ଷ୍ଟର—ଅନ୍ୟରୂପ]

ଦେଶଜ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଫୌଜଦାରି ମକଦମାର ବିଚାରକ ହାକିମ —Makgistrate.

[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ କାର୍ଯ୍ୟ ଅନୁସାରେ ଭିନ୍ନ ଭିନ୍ନ ଶ୍ରେଣୀର ମାଜିଷ୍ଟ୍ରେଟ୍ ଅଛନ୍ତି ଯଥା—ଡିଷ୍ଟ୍ରେକ୍ଟ ମାଜିଷ୍ଟ୍ରେଟ୍, ସବ୍ଡିଭିଜନ୍ ମାଜିଷ୍ଟ୍ରେଟ୍, ଡେପୁଟି ମାଜିଷ୍ଟ୍ରେଟ୍, ସବ୍ଡେପୁଟି ମାଜିଷ୍ଟ୍ରେଟ୍, ସବ୍ ମଜିଷ୍ଟ୍ରେଟ୍. ଆସିଷ୍ଟାଣ୍ଟ୍ ମାଜିଷ୍ଟ୍ରେଟ୍ ଜଏଣ୍ଟ ମାଜିଷ୍ଟ୍ରେଟ୍ ପ୍ରେସିଡେନ୍ସି ମାଜିଷ୍ଟ୍ରେଟ୍, ଭିଲେଜ୍ ମାଜିଷ୍ଟ୍ରେଟ୍ ପୋଲିସ୍ ମାଜିଷ୍ଟ୍ରେଟ୍ ମାଜିଷ୍ଟରେସୀ= ମାଜିଷ୍ଟ୍ରେଟଙ୍କ ଅଫିସ]



ମ୍ୟାଜିଷ୍ଟ୍ରେଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ମେଜିଷ୍ଟର (ଦେଖ) - Mejishṭara (See)