ମ୍ୟାନେଜର୍

ଉଇକିଅଭିଧାନ‌ରୁ

ମ୍ୟାନେଜର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମାନେଜର)[ସମ୍ପାଦନା]

କର୍ମ— ନିର୍ବ୍ୱାହକ, ନିର୍ବାହକାରୀ —Manager.



ମ୍ୟାନେଜର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେ, ବିଶେଷ୍ୟ - (ଇଂ)[ସମ୍ପାଦନା]

ମେନେଜର (ଦେଖ) - — Menejara (See)

[ଦ୍ରଷ୍ଟବ୍ୟ —ଇଂରାଜିର 'Man' ଆଦିରେ ଥିବା 'a'ର ଉଚ୍ଚାରଣ 'ଆ' ନୁହେଁ କି 'ଏ' ନୁହେଁ ଏହା 'ଏ' ଓ 'ଆ' ଉଚ୍ଚାରଣର ମିଶ୍ରଣ ଏଥିପାଇଁ କେହି କେହି ଏହାକୁ ମାନ, କେହି କେହି ମେନ୍, କେହି କେହି ବା ମ୍ୟାନ୍ ବୋଲି ଉଚ୍ଚାରଣ କରିଥାଆନ୍ତି ଫଳତଃ ଏହି ଠିକ୍ ଅନୁକରଣ କରିପାରେ ନାହିଁ

'ମ୍ୟା' ଅକ୍ଷର ଯୁକ୍ତ ଇଂରେଜି ଶବ୍ଦମୂଳକ ଶବ୍ଦମାନ ଏହି ଭାଷାକୋଷରେ 'ମା' କିମ୍ୱା କିଂବା 'ମେ' ତଳେ ଦେଖିବାକୁ ହେବ]