Jump to content

ମୟଦାନ୍

ଉଇକିଅଭିଧାନ‌ରୁ

ମୟଦାନ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୈଦାନ୍)

[ସମ୍ପାଦନା]
୧. ମରଦାନ (ଦେଖ) - ୧. Maidāna (See)
୨. (ସଂସ୍କୃତ - ପ୍ରୋମଦ ଉଦ୍ୟାନ) ପ୍ରମୋଦ ଉଦ୍ୟାନ; ଆଧୁନିକ ପାର୍କ — ୨. Peasure garden; park.

(ଉ—ତୋଷାଳୀ ନଗରରେ ପୁଷ୍କକରଣୀ ଓ ମୟଦାନ ବା ଆଧୁନିକ ପାର୍କ ସ୍ଥାନେ ସ୍ଥାନେ ତିଆରି କକରା ଯାଇଥିଲା କୃପାସିନ୍ଧୁ. ଉତ୍କଳ ଇତିହାସ)