Jump to content

ମୟାନ୍

ଉଇକିଅଭିଧାନ‌ରୁ

ମୟାନ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମଥନୋତ୍ଥ=ଘିଅ; ବା ସଂସ୍କୃତ - ମର୍ଦ୍ଦନ; ବା ସଂସ୍କୃତ - ମଦନ=ମହଣ)

[ସମ୍ପାଦନା]

କଚୁରି, ନିମ୍କି, ରୁଟି ଓ ଲୁଚି ଆଦି ତିଆରି କରିବା ପାଇଁ ଅଟାରେ ବା ମଇଦାରେ ପାଣି ମିଶାଇ ଦଳିବା ପୂର୍ବରୁ ଶୁଖିଲା ଅଟାରେ ବା ମଇଦାରେ ଦିଆଯିବା ଘିଅ; ଭିତିରି ଘିଅ —The leaven of ghee mixed with flour before it is kneaded into dough for making bread etc.

[ଦ୍ରଷ୍ଟବ୍ୟ —ମଇଦା ଆଦିରେ ମୟାନ୍ ଦିଆ ଗଲେ ତହିଁରେ ପ୍ରସ୍ତୁତ ପୁରୀ, ଲୁଚି ଓ ନିମିକି ଆଦି ଖୁବ୍ ମସକା ଓ ମୁଡ଼ୁ— ମୁଡ଼ିଆ ହୁଏ ]