ମୟୂଖ
ଦେଖଣା
ମୟୂଖ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ମୟ ଧାତୁ+କର୍ତ୍ତୃ. ଊଖ)
[ସମ୍ପାଦନା]- ୧. କିରଣ; ରଶ୍ମି —୧. Ray; streak of light.
- ୨. ଦୀପ୍ତି —୨. Lustre; brilliance.
- ୩. ଆଲୋକ; ଜ୍ୟୋତିଃ —୩. LIght.
- ୪. ସୌନ୍ଦର୍ଯ୍ୟ; ଶୋଭା — ୪. Beauty.
- ୫. ଅଗ୍ନିଶିଖା —୫ . A flame (Apte).
- ୬. (+କରଣ ଊଖ)—ସୂର୍ଯ୍ୟଘଡ଼ିର କଣ୍ଟା —୬. The pin of a sun-dial (Apte).
- ୭. ପର୍ବତ (ହିନ୍ଦୀ - ଶ) —୭. Mountain.
- ୮. କୀଳକ; ଖିଲ —୮. Peg; stake; pin.