Jump to content

ମୟୂଖୀ

ଉଇକିଅଭିଧାନ‌ରୁ

ମୟୂଖୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମୟୂଖ+ଇନ୍; ୧ମା. ୧ବ)

[ସମ୍ପାଦନା]

ପ୍ରାଚୀନ ଭାରତର ଯୁଦ୍ଧାସ୍ତ୍ର ବିଶେଷ (ହିନ୍ଦୀ - ଶବ୍ଦସାଗର) — ୧. A weapon of offence and defence of ancient India; a cudgel about ୫ ft. long; to the top of which was attached a bunch of tinkling bells.

[ଦ୍ରଷ୍ଟବ୍ୟ — ଏହା ପୁରୁଷର ଉଚ୍ଚତା ପ୍ରମାଣ ଦୀର୍ଘ ଯଷ୍ଟିବିଶେଷ; ଏହାର ଅଗ୍ରରେ କିଙ୍କିଣ ଗୁଡ଼ିଏ ଲାଗିଥାଏ ଏହା ଝୁମୁକୀ ବାଡ଼ି ଭଳି ଓ ଏଥିରେ ମୁଠା ଲାଗି ଥାଏ ଏହାର କାର୍ଯ୍ୟ ୫ ପ୍ରକାର:—ଆଘାତ, ପ୍ରତିଘାତ, ବିଘାତ, ପରିମୋଚନ ଓ ଅଭିଦ୍ରବଣ ]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଉଜ୍ଜ୍ୱଳ; ଜ୍ୟୋତିର୍ମୟ Radiant; brilliant.