Jump to content

ମୟୂରକ

ଉଇକିଅଭିଧାନ‌ରୁ

ମୟୂରକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୟୂର+କ)

[ସମ୍ପାଦନା]
୧. ମୟୂର —୧. Peacock.
୨. ମୟୂରଶିଖା; ମୟୂରର ମୁଣ୍ଡ ଉପରେ ଥିବା— ପକ୍ଷର ଚୂଡ଼ା —୨. The cockscomb on the head of a peaocok.
୩. ଅପାମାର୍ଗ —୩. Achyranthus Aspera (plant).
୪. ତୁତିୟା —୪. Copper sulphate.