Jump to content

ମୟୂରପଦକ

ଉଇକିଅଭିଧାନ‌ରୁ

ମୟୂରପଦକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୟୂର ପଦ+ସାଦୃଶ୍ୟାର୍ଥେ. କ)

[ସମ୍ପାଦନା]

ଶୃଙ୍ଗାର ସମୟରେ ସ୍ତ୍ରୀ ପୁରୁଷଙ୍କର ଅନ୍ୟୋଽନ୍ୟ ଶରୀରରେ ପ୍ରଦତ୍ତ ନଖାଘାତର ଚିହ୍ନ —The marks

made with the nails on the body of a man or woman during amorous intercourse.