ମୟୂର କଣ୍ଠିଆ
ଦେଖଣା
ମୟୂର କଣ୍ଠିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୟୂର କଣ୍ଠିଆ
|
(ମୟୂର କଣ୍ଠୀ—ଅନ୍ୟରୂପ)
ଦେଶଜ - ବିଶେଷଣ - (ସଂସ୍କୃତ - ମୟୂର+କଣ୍ଠ)
[ସମ୍ପାଦନା]ମୟୂରର କଣ୍ଠପରି ବିଚିତ୍ର (ନାଲ ଓ ସବଜା) ବର୍ଣ୍ଣ ବିଶିଷ୍ଟ଼ (ବସ୍ତ୍ର) —(a cloth) Coloured like the neck of a peafowl.
(ଉ—ଉଷା ରକ୍ରାଂଶୁକେ ରଞିତ ଶ୍ୟାମଳ ଭୂଧର— ଗଣ, ପିନ୍ଧିଛନ୍ତି ଅବା ଉତ୍ସବେ ମୟୂରକଣ୍ଠୀ ବସନ ରାଧାନାଥ. ଉଷା )
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ଲୁଗା; ଧୂପଛାୟା ଲୁଗା —A kind of cloth (with red woof and green warp threads).
[ଦ୍ରଷ୍ଟବ୍ୟ — ଏହାର ଟାଣୀ ସୂତା ନାଲି ଓ ଭରଣୀ ସୂତା ସାବ୍ଜା ]