ମୟୂର ଚନ୍ଦ୍ରିକା
ଦେଖଣା
ମୟୂର ଚନ୍ଦ୍ରିକା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୟୂର ଚନ୍ଦ୍ରକ)
[ସମ୍ପାଦନା]- ୧. ମୟୂରର ଲାଞ୍ଜରେ ଥିବା ଚନ୍ଦ୍ରାକୃତି ବିଚିତ୍ର ବର୍ଣ୍ଣ— ବିଶିଷ୍ଟ ଚିହ୍ନ —୧. Rainbow-coloured rings or eyes on the tail-feather of a peacock.
- ୨. ଚନ୍ଦ୍ରକ ବିଶିଷ୍ଟ ମୟୂର ଅକ୍ଷ —୨. Tail-feather of a peacock having rings or eyes on it.
- ୩. ପଶ୍ଚିମଦିଗରେ ଦେଖାଯିବା ଇନ୍ଦ୍ରଧନୁ —୩. A rain bow appearing in the west.