ମୟୂର ଚୂଳିଆ
ଦେଖଣା
ମୟୂର ଚୂଳିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମୟୂର ଚୂଳିଆ
|
ଦେଶଜ - ବିଶେଷଣ - (ସଂସ୍କୃତ - ମୟୂର ଚୁଳଧାରୀ)
[ସମ୍ପାଦନା]ଯେ ମୟୂର ଚୂଳ ମୁଣ୍ଡରେ ପିନ୍ଧିଥାଏ —Decorated with a bunch of peacock's tail- feather on the head.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଈଶର ଜଟା (ଦେଖ) - —୧. Īṡra jatā (See)
- ୨. ଶ୍ରୀକୃଷ୍ଣ —୨. An epithet of Ṡrīkṛushṇa.