Jump to content

ମୟୂର ଝୁଲ

ଉଇକିଅଭିଧାନ‌ରୁ

ମୟୂର ଝୁଲ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

କେଳା, ରାଉଳ ଓ ପାଟୁଆମାନେ ମୁଣ୍ଡରେ ଟୋପି ଉପରେ ପିନ୍ଧିବା ମୟୂର ପକ୍ଷରେ ବୁଣା ହୋଇଥିବା ପେନ୍ଥା —A tuft of peacock feathers worn on the cap by certain dance-loving wild tribes.

[ଦ୍ରଷ୍ଟବ୍ୟ —ଏମାନଙ୍କ ଟୋପି ଉପରେ ଗୁଡ଼ିଏ ଚନ୍ଦ୍ରିକାବିଶିଷ୍ଟ ମୟୂର ପକ୍ଷ ଠିଆ ବାଗରେ ଖୋସା ଯାଇଥାଏ ]