ମୟୂର ଧ୍ୱଜ
ମୟୂରଭଞ୍ଜର ପୂର୍ବତନ ରାଜବଂଶର ଉପାଧି —The title of the ancient kings of Mayūrbhanj.
[ଦ୍ରଷ୍ଟବ୍ୟ —ମୟୂରଧ୍ୱଜ ରାଜବଂଶ ଗର୍ବ ଭଞନ କରି ସିଂହାସନ ଅଧିକାର କରିଥିବାରୁ ବର୍ତ୍ତମାନ ରାଜବଂଶର ନାମ 'ମୟୂରଭଞ୍ଜ' ହୋଇଅଛି ]