ଯଅଃ
ଦେଖଣା
ଯଅଃ
ଉଚ୍ଚାରଣ
[ସମ୍ପାଦନା](ଯଃ, ଯଅ ହେ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଯଅଃ
|
ପ୍ରାଦେଶିକ - (ପୁରୀଜିଲ୍ଲା) ଅ—(ଅସମ୍ମତି ବା ଅବଜ୍ଞାର୍ଥକ—ଅର୍ଥ, ତୁମ୍ଭେମାନେ ଏ ସ୍ଥାନ ତ୍ୟାଗ କରି ଚାଲିଯାଅ)
[ସମ୍ପାଦନା]- ୧. ଦୁର୍; ଯାଃ; ଛିଃ —୧. Fie; let you be gone.
[ଦ୍ରଷ୍ଟବ୍ୟ —ଯେଉଁ ବ୍ୟକ୍ତିକୁ 'ତୁମ୍ଭେ' ବୋଲି ସମ୍ୱୋଧନ କରାଯାଏ ତାଙ୍କ ପ୍ରତି ଯଃ ଓ ଯାହାକୁ 'ତୁ' ବୋଲି ସମ୍ୱୋଧନ କରାଯାଏ, ତା ପ୍ରତି 'ଯାଃ' ବ୍ୟବହାର କରାଯାଏ]
- ୨. ଏକଥା ଏପରି ନୁହେ — ୨. This is not so.