ଯଅରାଳି
ଦେଖଣା
ଯଅରାଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯଅରାଳି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଜରାଡ଼ି: ଜରାଳି; ସାନ ଜହ୍ଲାମାଛ — A kind of small freshwater fish.
[ଦ୍ରଷ୍ଟବ୍ୟ —ଏହା ଏକପ୍ରକାର ଛୋଟ ମଧୁର ପାଣିର ମାଛ; ଏମାଛର ଅନ୍ୟ ନାମ ରୂପାପାତିଆ ବା ଖଙ୍କାର— ଖାଇ; ଏମାଛ ୬ ଆଙ୍ଗୁଳି ପର୍ଯ୍ୟନ୍ତ ବଢ଼େ; ଏମାନଙ୍କର ଦେହରେ ଅତି କ୍ଷୁଦ୍ର କାତି ଥାଏ ଓ ଏମାନଙ୍କର ଦେହ ପାତଳା ଓ ରୂପା ପାତିଆ ପରି ଶୁଭ୍ର; ପିଠି ଉପର ନେଳିଆ]