ଯଉଁ
ଦେଖଣା
ଯଉଁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ସର୍ବନାମ (ସଂସ୍କୃତ - ଯତ୍)
[ସମ୍ପାଦନା]- ୧. ଯେଉଁ; ଯେ; ଯାହା — ୧. Which.
[ଉ—ଯେଉଁ ଯଉତୁକ ଦେଲେ, ସେ ତ ଅଶେଷ ଭଞ୍ଜ. ପ୍ରେମସୁଧାନିଧି]
- ୨. ଯହୁଁ; ଯେଉଁଠାରୁ —୨. From which.
- ୩. ଯେହେତୁ; ଯହୁଁ (ଦେଖ) - —୩. Because.