ଯଉବନୀ

ଉଇକିଅଭିଧାନ‌ରୁ

ଯଉବନୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - ସ୍ତ୍ରୀ[ସମ୍ପାଦନା]

ଯୌବନପ୍ରାପ୍ତା; ଯୁବତୀ —Youthful (woman); one who has attained her youth.

[ଉ—ନବ ଯଉବନୀ ଯେ କାମିନୀ ସୁନ୍ଦରୀ କୃଷ୍ଣସିଂହ. ମହାଭାରତ ଆଦି

[ଦ୍ରଷ୍ଟବ୍ୟ —ଏ ଶବ୍ଦ ମଧ୍ୟ ନବ, ଚିର ଆଦି ଶବ୍ଦ ପରେ ବ୍ୟବହୃତ ହୁଏ; ଯାଥା ନବଯଉବନୀ]