ଯକ୍ଷିଣୀ

ଉଇକିଅଭିଧାନ‌ରୁ

ଯକ୍ଷିଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ପକ୍ଷ+ଈ)[ସମ୍ପାଦନା]

୧. କୁବେର ପତ୍ନୀ — ୧. The wife of Kubera.
୨. ଯକ୍ଷସ୍ତ୍ରୀ; ବିଦ୍ୟାଧରୀ —୨. A J̄aksha woman.
୩. ପିଶାଚୀ —୩. A female fiend,
୪. ଜୈନମାନଙ୍କ ପୂଜିତା ଦେବୀ ବିଶେଷ —୪. A female Deity worshipped by the J̄&aline;i̱nas.
୫. ସାଧକ ପୁରୁଷ
ମାନଙ୍କ ସହବାସକାରିଣୀ ଦେବଯୋନି ବିଶେଷ — ୫. A sylph a fairy holding intercourse with mortals (Apte).

(ଦ୍ର—ଯେଉଁ ବ୍ୟକ୍ତି ଯକ୍ଷିଣୀ—ସାଧନା କରି ସିଦ୍ଧ ହୁଅନ୍ତି ସେ ଯକ୍ଷିଣୀକୁ ଆପଣା ସ୍ତ୍ରୀରୂପେ ଭୋଗ କରନ୍ତି)

ଦେଶଜ - ବିଶେଷଣ - ସ୍ତ୍ରୀ[ସମ୍ପାଦନା]

କୃପଣା —Miserly (woman)