ଯଚ୍ଛ

ଉଇକିଅଭିଧାନ‌ରୁ

ଯଚ୍ଛ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଯଶଃ)[ସମ୍ପାଦନା]

୧. ଯଶଃ; କୀର୍ତ୍ତି —୧. Renown.
୨. ସୁଖ୍ୟାତି; ସୁନାମ —୨. Good reputation.
୩. ବାହାଦୁରୀ; ପ୍ରଶଂସା — ୩. praise.