Jump to content

ଯଜୀ

ଉଇକିଅଭିଧାନ‌ରୁ

ଯଜୀ

ଉଚ୍ଚାରଣ

[ସମ୍ପାଦନା]
(ଯଜିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ଯଜ୍ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଯଜ୍ଞକାରୀ —୧. Sacrificing.
୨. ପୂଜାକାରୀ —୨. Worshipping; adoring.