Jump to content

ଯଜୁର୍ବେଦୀ

ଉଇକିଅଭିଧାନ‌ରୁ

ଯଜୁର୍ବେଦୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଯଜୁସ୍+ବେଦ+କର୍ତ୍ତୃ ଇନ୍)

[ସମ୍ପାଦନା]
୧. ଯଜୁର୍ବେଦ ସମ୍ୱନ୍ଧୀୟ —୧. Relating to J̄ajurbeda.
୨. ଯଜୁର୍ବେଦାଧ୍ୟାୟୀ —୨. Studying the J̄jurbeda.

ବିଶେଷ୍ୟ -

[ସମ୍ପାଦନା]
୧. ଯଜୁର୍ବେଦାଧ୍ୟାୟୀ ବ୍ରାହ୍ମଣ —୧. A Brāhmaṇa learned in the J̄ajurbeda.
୨. ଯଜୁର୍ବେଦୋକ୍ତ କ୍ରିୟାକାଣ୍ଡର ଅନୁଷ୍ଠାତା ବ୍ରାହ୍ମଣ —୨. A Brāhmantod;a who follows the rituals of the J̄ajurbeda.