Jump to content

ଯଜ୍ଞଘ୍ନ

ଉଇକିଅଭିଧାନ‌ରୁ

ଯଜ୍ଞଘ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ଯଜ୍ଞ+ହନ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଯଜ୍ଞରେ ବାଧା ଦେବାବାଲା —Obstructing a sacrifice.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ରାକ୍ଷସ —A demon.