Jump to content
- ୧. (୬ଷ୍ଠୀତତ୍)—ଯଜ୍ଞର ଅଂଶ, ଯାହା ଭିନ୍ନ ଭିନ୍ନ ଦେବତାଙ୍କୁ ଦିଆଯାଏ —୧. A share in the sacrificial offering.
- ୧. (ବହୁବ୍ରୀହି)— ଯେଉଁ ଦେବତାଙ୍କୁ ଯଜ୍ଞର ଭାଗ ବା ଆହୁତି ଅର୍ପିତ ହୁଏ [ଯଥା—ଇନ୍ଦ୍ର] —୨. A Deity to whom a share of the sacrificial oblations is offered.