ଯଜ୍ଞାଙ୍ଗ

ଉଇକିଅଭିଧାନ‌ରୁ

ଯଜ୍ଞାଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)[ସମ୍ପାଦନା]

୧. ଯଜ୍ଞର ଅବୟବ ବା ଆବଶ୍ୟକ ଅଂଶ —୧. The essential part of sacrificial ceremony.
୨. ଯଜ୍ଞ ଡିମିରି (ଗଛ) (ଦେଖ) - —୨. J̄ajn̄a ḍimiri (tree) (See)
୩. ଖଦିର ବୃକ୍ଷ —୩. The catechu tree.
୪. ବ୍ରାହ୍ମଣଝାଟିଆ ଗଛ —୪. Saponanthus Indica.
୫. ସୋମଲତା —୫. The Soma creeper.
୬. ବିଷ୍ଣୁ —୬. A name of Bishṇu.