ଯଜ୍ଞିୟ
ଦେଖଣା
ଯଜ୍ଞିୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଯଜ୍ଞ+ହିତାର୍ଥ ଇୟ)
[ସମ୍ପାଦନା]- ୧. ଯଜ୍ଞ ସମ୍ୱନ୍ଧୀୟ — ୧. Sacrificial (Apte).
- ୨. ପବିତ୍ର — ୨. Holy (Apte).
- ୩. ପୂଜ୍ୟ —୩. Adorablt (Apte).
- ୪. ପୁଣ୍ୟାତ୍ମା —୪. Pious; devout (Apte).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦେବତା —୧. A god; Deity (Apte).
- ୨. ଦ୍ୱାପରଯୁଗ —୨. The ୩rd or Dwāpara J̄uga.