Jump to content

ଯଜ୍ଞୀୟ

ଉଇକିଅଭିଧାନ‌ରୁ

ଯଜ୍ଞୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଯଜ୍ଞ+ସମ୍ୱନ୍ଧୀର୍ଥେ ଈୟ)

[ସମ୍ପାଦନା]
୧. ଯଜ୍ଞ ସମ୍ୱନ୍ଧୀୟ — ୧. Sacrificial.
୨. ଯଜ୍ଞ ଡିମିରି (ଦେଖ) - ୨. J̄ajn̄a ḍimiri (See)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଡିମିରି ଗଛ (ହିନ୍ଦୀ - ଶ.) —Fig tree.