ଯଜ୍ଞ ଡିମ୍ୱିରି

ଉଇକିଅଭିଧାନ‌ରୁ

ଯଜ୍ଞ ଡିମ୍ୱିରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • ରୋ.ଟ୍ରା. — J̄ajn̄a dimbiri
  • ଆଇ.ପି.ଏ. — dʒˈʌɡɡõ ɖˈɔ hɾˌɔʃʃoˈikaɾ mˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˌɔʃʃoˈikaɾ ɾˈɔ hɾˌɔʃʃoˈikaɾ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯଜ୍ଞୋଦୁମ୍ୱର)[ସମ୍ପାଦନା]

ଏକ ପ୍ରକାର ବଡ଼ ଡିମ୍ୱିରି —A kind of fig.

[ଦ୍ରଷ୍ଟବ୍ୟ — ଏହା ଔଷଧରେ ଲାଗେ ଓ ଏହାର କାଠ ସମିଧ ରୂପେ ହୋମରେ ଲାଗେ ]