ଯଜ୍ଞ ବରାହ

ଉଇକିଅଭିଧାନ‌ରୁ

ଯଜ୍ଞ ବରାହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)[ସମ୍ପାଦନା]

ବିଷ୍ଣୁ —A name of Bishṇu.

[ଦ୍ରଷ୍ଟବ୍ୟ —ପୁରାଣରେ କଥିତ ଅଛି ଯେ, ବିଷ୍ଣୁ ବରାହ ଅବତାର ପରେ ନିଜ ଶରୀରକୁ ତ୍ୟାଗ କଲା ବେଳେ ତାହାଙ୍କର ଭିନ୍ନ ଭିନ୍ନ ଅଙ୍ଗରୁ ଯଜ୍ଞର ସାମଗ୍ରୀମାନ ନିର୍ମିତ ହୋଇଥିଲା—ହିନ୍ଦୀ - ଶ]