ଯଜ୍ଞ ବାଟ

ଉଇକିଅଭିଧାନ‌ରୁ

ଯଜ୍ଞ ବାଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଯଜ୍ଞ ଭୂମି, ଯଜ୍ଞସ୍ଥଳ, ଯକ୍ତସ୍ଥାନ, ଯଜ୍ଞ ସଂସ୍କାର, ଯଜ୍ଞ ମଣ୍ଡଳ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଯଜ୍ଞ ନିମନ୍ତେ ନିର୍ବାଚିତ ଓ ଚତୁର୍ଦ୍ଦିଗରେ ବେଷ୍ଟିତ ଭୂମି —The site selected and enclosed for the performance of a sacrifice (Apte)