Jump to content

ଯଜ୍ୱ

ଉଇକିଅଭିଧାନ‌ରୁ

ଯଜ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଯ଼ଜ୍ ଧାତୁ+କର୍ମ. ବ)

[ସମ୍ପାଦନା]

ପୂଜନୀୟ — Adorable (Apte).

ସଂସ୍କୃତ - ବିଶେଷ୍ୟ - (+ଭାବ. ବ)

[ସମ୍ପାଦନା]
୧. ପୂଜାକର୍ମ —୧. Worshipping (Apte).
୨. ଯଜ୍ଞ —୨. A sacrifice (Apte).