ଯଜ୍ୱା
ଦେଖଣା
ଯଜ୍ୱା
ଉଚ୍ଚାରଣ
[ସମ୍ପାଦନା][ଯଜ୍ୱରୀ—ସ୍ତ୍ରୀ]
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଯଜ ଧାତୁ+କର୍ତ୍ତୃ. ବନ୍; ୧ମା. ୧ବ)
[ସମ୍ପାଦନା]- ୧. ଯାଜ୍ଞକ; ବେଦବିଧାନାନୁସାରେ ଯାଗକର୍ତ୍ତା — ୧. A performer of J̄ajn̄a according to the vedic rules.
- ୨. [ଭାବ+ବନ୍] ପୂଜା —୨. Worshipping (Apte),
- ୩. [+ ଅଧିକରଣ ବନ୍] ଯଜ୍ଞ —୩. A sacrifice (Apte)
- ୪. (+କର୍ତ୍ତୃ. ବନ୍)—ବିଷ୍ଣୁ —୪. Bishṇu (Apte).
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଯଜ୍ଞକାରୀ —୧. Sacrificing.
- ୨. ପୂଜାକାରୀ —୨. Worshipping.