ଯତ
ଦେଖଣା
ଯତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଯତ୍ନ)
[ସମ୍ପାଦନା]ଯତ୍ନ (ଦେଖ) - —Care (see).
ବିଶେଷଣ -
[ସମ୍ପାଦନା]ସୁନ୍ଦର —Graceful.
(ଯଥା—ସେ ଯତ୍ନ କରି ମୁଣ୍ଡରେ ଖୋସାଟିଏ ପାରିଛି)
ସଂସ୍କୃତ - ବିଶେଷଣ - (ଯମ୍ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ସଂଯତ; ବଦ୍ଧ —୧. Tied; bound.
- ୨. ନିୟମିତ; ନିୟନ୍ତ୍ରିତ — ୨. Restrained; controlled; regulated.
- ୩. ପରିମିତ —୩. Limited; moderate (Apte)
- ୪. ଶାସିତ; ବଶକୁ ଆନୀତ —୪. Governed; controlled.
ସଂସ୍କୃତ - ବିଶେଷ୍ୟ - (ଯମ୍ ଧାତୁ+ଭାବ. ତ)
[ସମ୍ପାଦନା]ସଂଯମ — Restraint; control.
[ଉ—ସତ ଯତ ଦୟା ଶାନ୍ତି ମନ୍ତ୍ର ଯନ୍ତ୍ରମାନ, ଛାୟା ଯେ ଅବାଡ଼ ଜ୍ୟୋତି ସମାଧି ସାଧନ ପ୍ରାଚୀ—ଶ୍ରୀଗୁରୁଭକ୍ତି. ଗୀତା]
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପଦଦ୍ୱାରା ଗଜ ତା଼ଡନ —Goading an elephant by the rider's feet.